ମାଁ ପାଟଣେଶ୍ୱରୀ ମନ୍ଦିରରେ ଚୈତ୍ର ପରବ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପାଟଣାର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ଦେବୀଙ୍କ ପୀଠରେ ଚୈତ୍ର ପରବ ଆରମ୍ଭ ହୋଇଯାଇଛି । ଗତ ୩୦ ତାରିଖରୁ ଆରମ୍ଭ ହୋଇ ପ୍ରଥମ ଶୈଳପୁତ୍ରୀ ବେଶରେ ମାଁ ଦର୍ଶନ ଦେଇଥିବା ବେଳେ ଆଜି ବ୍ରହ୍ମଚାରିଣୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ପ୍ରତି!-->…
Read More...
Read More...