ଜୟପାଟଣାରେ ସୁନ୍ନି ମୁସଲିମ ଜମାତ ତରଫରୁ ସମଗ୍ର ଦେଶବାସୀଙ୍କୁ “ଇଦ ମୁବାରକ “
ଜୟପାଟଣା, (ଶେଷଦେବ ବେହେରା) : ପବିତ୍ର ରମଜାନ ମାସର ଅନ୍ତିମ ଦିବସରେ, ଜୟପାଟଣା ଜୁମ୍ମା ମସଜିଦଠାରେ ଇଦ ପର୍ବ ହସ ଖୁସିର ସହ ପାଳିତ ହୋଇ ଯାଇଛି । ଏହି ଅବସରରେ ଜୟପାଟଣା, ମୂଖିଗୁଡା, କୋକସରା ଅଂଚଳର ସମସ୍ତ ମୁସଲମାନ ଭାଇମାନେ ଜୁମ୍ମା ମସଜିଦ ଠାରେ ଏକତ୍ରିତ ହୋଇ ସମବେତ ଭାବେ ମୌଲାନାସୟଦ!-->…
Read More...
Read More...