ଆଙ୍ଗନ କା ଉତ୍ସବ-୨୦୨୬ ଅନୁଷ୍ଠିତ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ଝରଣୀପାଲି ଅଙ୍ଗନବାଡି କେନ୍ଦ୍ରଠାରେ "ଆଙ୍ଗନ କା ଉତ୍ସବ-୨୦୨୬" ସମାରୋହରେ ପାଳିତ ହୋଇଯାଇଛି । ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢୁଥିବା ଶିଶୁମାନଙ୍କ ପରିବାର ତଥା ଅଭିଭାବକ ଓ ଅଙ୍ଗନବାଡି ପରିଚାଳନା କମିଟିର ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅତିଥି…
Read More...

ରାଜ୍ୟସ୍ତରୀୟ “ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର” ପାଇଁ ସାହିତ୍ୟିକ ଆଭାସ କୁମାର ବରାଳ ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜ-ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ଅନୁଷ୍ଠାନ 'ରଚନା' ପ୍ରତି ବର୍ଷ ଏହାର ପ୍ରତିଷ୍ଠାତା-ସଦସ୍ୟ, ଶାରଳା ପୁରସ୍କାର ବିଜେତା ଗାଳ୍ପିକ ମନୋଜ କୁମାର ପଣ୍ଡାଙ୍କ ସ୍ମୃତିରେ ତାଙ୍କ ଜନ୍ମଦିନ ଅକ୍ଟୋବର ୪ ତାରିଖରେ ସ୍ମାରକୀ ବକ୍ତୃତା ଓ ସର୍ଜନ…
Read More...

ତୁରେକେଲାରେ ବିଶ୍ୱ ଜଳାନ୍ତକ ଦିବସ ପାଳିତ

ତୁରେକେଲା, (କେପିଏନ୍‌ଏସ୍‌) : ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ ଅଠେଇଶ ତାରିଖରେ ବିଶ୍ୱ ଜଳାନ୍ତକ ଦିବସ ପାଳନ କରାଯାଇଥାଏ । ତଦାନୁସାରେ ଚଳିତ ବର୍ଷର ଜଳାନ୍ତକ ଦିବସ ତୁରେକେଲା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରତାପ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ପ୍ରାଣୀ…
Read More...

କଣ୍ଟାବାଞ୍ଜିରେ ବିରିଆନି ଦୋକାନରେ ଦାଦାଗିରି

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ସହରର ବଜାର ଭିତରେ ଥିବା ସିଲଭର ବାବର୍ଚି ବିରିଆନି ଦୋକାନରେ ନିଶାଶକ୍ତ ଅବସ୍ଥାରେ ଦୁଇ ଜଣ ଯୁବକ ଦାଦାଗିରି କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ବଜାରରେ ଥିବା ଏହି ଦୋକାନକୁ ଦିନ ଦ୍ୱିପ୍ରହରରେ ଭିଡ଼ ଥିବା ସମୟରେ ସହରର ଦୁଇ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସଇଁତଲା ଥାନା ଲାଚୁଟ ଠାରେ ଗତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବଲାଙ୍ଗିର ଖଇରାପଡାର ଅମିତ ସାହୁଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ଅମିତ ତାଙ୍କ ସାଙ୍ଗମାନଙ୍କ ସହ ଛନଛଡ଼ା ଗ୍ରାମରେ…
Read More...

ଏବିଭିପିର ନୂତନ ନଗର କାର୍ଯ୍ୟକାରିଣୀ ଘୋଷଣା : ନୂତନ ସଭାପତି ଡ. ସୁରୁ ମୁଣ୍ଡା, ନଗର ସମ୍ପାଦକ ଶକ୍ତି ପ୍ରଶାଦ ପୁଝାରୀ

ଏବିଭିପି ବଲାଙ୍ଗିରର ନୂଆ ଟିମ୍ ସଭାପତି ଡ. ସୁରୁ ମୁଣ୍ଡା, ସମ୍ପାଦକ ଶକ୍ତି ପ୍ରଶାଦ ପୁଝାରୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ନଗର ତରଫରୁ ବଲାଙ୍ଗିର କଲେଜ ଛକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ନୂତନ ନଗର କାର୍ଯ୍ୟକାରିଣୀ ୨୦୨୬-୨୭…
Read More...

ଗୁଜୁରାଟର ବଡୋଦରା ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଗଣପର୍ବ ନୂଆଁଖାଇ ପାଳନ

ଗୁଜୁରାଟ : ଗୁଜୁରାଟର ବଡୋଦରା ସହରରେ ପ୍ରବାସୀ ପଶ୍ଚିମ ଓଡିଶାବାସୀ (ଜୁହାର ପରିବାର ଭଡୋଦରାର ସଦସ୍ୟ ବୃନ୍ଦ) ସେପ୍ଟେମ୍ବର ୨୭ ତାରିଖରେ ତାଙ୍କର ମହାନ ଗଣପର୍ବ ନୂଆଁଖାଇ ପର୍ବ ଖୁବ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିଥିଲେ । ପଡିଆ ବାହାଲ, ସମ୍ବଲପୁର ଜିଲ୍ଲାର ଖ୍ୟାତନାମା ଅନୁଷ୍ଠାନ…
Read More...

ବିଜେପିର ନୂଆଖାଇ ଭେଟଘାଟ ସମାରୋହ ଜରିଆରେ ପଶ୍ଚିମ ଓଡ଼ିଶା ଉପରେ ଫୋକସ୍ : ସାମିଲ ହେଲେ ରାଜ୍ୟ ସଭାପତି

ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : ଭାରତୀୟ ଜନତା ପାର୍ଟି ପକ୍ଷରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ନୂଆଁଖାଇ ଭେଟଘାଟ ସମାରୋହ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପିର ପ୍ରଦେଶ ସଭାପତି ମନମୋହନ ସାମଲଙ୍କ ସମେତ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅନେକ ନେତା ସାମିଲ ହୋଇଥିଲେ ।…
Read More...

ଆଗଲପୁରରେ ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନବ ସେବା ହିଁ ମାଧବ ସେବା—ଏହି ନୀତିକୁ ପାଥେୟ କରି ଆଜି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ନଅଗାଁ (କ) ପିଏମଶ୍ରୀ ହାଇସ୍କୁଲ ପରିସରରେ ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ଏକ ଭବ୍ୟ ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ…
Read More...

ଛନଛଡା ଗାଁରେ ନୂଆଁଖାଇ ଭେଟଘାଟ

ସଇଁତଲା, (ଖୁସିରାଣୀ ସାହୁ) : ଛନଛଡା ଗାଁରେ ନୂଆଁଖାଇ ଭେଟଘାଟ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଇଁତଲା ବ୍ଲକ୍ ଛନଛଡା ଗାଁରେ ନୂଆଁଖାଇ ଭେଟଘାଟ ବଡ଼ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ଅଧ୍ୟକ୍ଷତାରେ ଅତିଥି…
Read More...