ଡେଲାଙ୍ଗରେ ଜିଲ୍ଲାପାଳ ଓ ଏସ୍.ପିଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପୁରୀ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍‌) ଶରତ ଚନ୍ଦ୍ର ବେହେରା ଏବଂ…
Read More...

ସିଇସିଙ୍କ ବହିଷ୍କାର ଦାବିରେ କଂଗ୍ରେସର ବିକ୍ଷୋଭ : ପୋଲିସ ସହ ଧସ୍ତାଧସ୍ତି

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଭାରତର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ତଥା ଗିରଫ ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ସୁବର୍ଣ୍ଣପୁରରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗତ ସେପ୍ଟେମ୍ବର ୨୫ ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି…
Read More...

କ୍ରୀଡ଼ା ପ୍ରତିଭାକୁ ସମ୍ମାନ, ବାଲିଗୁଡ଼ା କ୍ରୀଡ଼ା ସଂଘର ନିଆରା ପଦକ୍ଷେପ : ପ୍ରତିଯୋଗୀଙ୍କୁ ସମ୍ମାନିତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କ୍ରୀଡ଼ା କ୍ଷେତ୍ରରେ ବାଲିଗୁଡ଼ା ଉପଖଣ୍ଡର ଖେଳାଳିମାନେ ନିଜ ପ୍ରତିଭାର ପରିଚୟ ଦେଇଥିବାବେଳେ ସେମାନଙ୍କ ସଫଳତାକୁ ସମ୍ମାନ ଜଣାଇଛି ଉପଖଣ୍ଡ କ୍ରୀଡ଼ା ସଂଘ । ସଂଘ ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇ ସଫଳ ଖେଳାଳିଙ୍କୁ ଉତ୍ସାହିତ…
Read More...

୧୧ ଦଫା ଦାବିରେ ଜିଲ୍ଲାପାଳ ଅଫିସ ଘେରାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୧ ଦଫା ଦାବି ନେଇ ବଲାଙ୍ଗିର ଜିଲ୍ଲାପାଳ ଅଫିସ ଘେରାଉ କରିଛନ୍ତି ଜିଲ୍ଲାର ଯୋଗାଣ ସହାୟକ ଓ ସହାୟିକାମାନେ । ଚାକିରି ନିୟମିତକରଣ ସମେତ ବିଭିନ୍ନ ଦାବି ପୂରଣ ପାଇଁ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦୀର୍ଘଦିନ ଧରି ଚୁକ୍ତିଭିତ୍ତିକ ଭାବେ ଯୋଗାଣ ବିଭାଗରେ…
Read More...

ତାମିଲନାଡୁ ଯିବାକୁ ଥିବା ଦାଦନ ୩୬ ଜଣ ଶ୍ରମିକଙ୍କୁ ବସ୍ ଭିତରୁ ଉଦ୍ଧାର କଲା କେସିଙ୍ଗା ପୋଲିସ

କେସିଙ୍ଗା, (ପ୍ରୀତେଶ ପଟେଲ) : ଓଡ଼ିଶାରେ କାମର ଅଭାବ ହେଉଥିବା ବେଳେ ଲୋକ ନିଜ ଓ ନିଜ ପରିବାରର ପେଟ ପୋଷିବା ପାଇଁ ଅନ୍ୟ ରାଜ୍ୟକୁ କାମ କରିବା ପାଇଁ ଯାଉଥିବା ପ୍ରାୟ ସବୁ ସମୟରେ ଦେଖିବାକୁ ମିଳୁଛି । ସୋମବାର ଦିନ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳରୁ ତାମିଲନାଡୁ ଯିବା ପାଇଁ…
Read More...

ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ

"ସ୍ମୃତିରେ ଶିକ୍ଷାର ଆଲୋକ, ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା" ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ଆଦର୍ଶ ଶିକ୍ଷୟିତ୍ରୀଙ୍କ ଅବଦାନ କେବଳ ଶ୍ରେଣୀଗୃହର ଚାରିକାନ୍ଥ ମଧ୍ୟରେ ସୀମିତ ରହେ ନାହିଁ । ତାଙ୍କ ଜ୍ଞାନ, ଆଦର୍ଶ ଓ ମାନବିକ ମୂଲ୍ୟବୋଧ ପିଢ଼ି ପରେ ପିଢ଼ି ଛାତ୍ରଛାତ୍ରୀଙ୍କୁ…
Read More...

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ଶିକ୍ଷକଙ୍କୁ ଅଟକ ରଖିଲା ପୋଲିସ

ବଲାଙ୍ଗିର, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ତଥା ଟିଟିଲାଗଡ଼ ବ୍ଲକ ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ଜଣେ କାର୍ଯ୍ୟରତ ଶିକ୍ଷକଙ୍କୁ ଅଟକ ରଖିଛି ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ପୋଲିସ । ଅଭିଯୁକ୍ତ ହେଉଛନ୍ତି ଲିମପଡା ସ୍କୁଲର…
Read More...

ଭିନ୍ନକ୍ଷମଙ୍କ ସଶକ୍ତୀକରଣ ପାଇଁ ଖପ୍ରାଖୋଲରେ ଭୀମ ଭୋଇ ସାମର୍ଥ୍ୟ ଶିବିର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଭିନ୍ନକ୍ଷମଙ୍କୁ ସରକାରୀ ସୁବିଧା, ଚିକିତ୍ସା ଓ ଆବଶ୍ୟକ ପ୍ରମାଣପତ୍ର ପାଇବାରେ ସହଜତା ପ୍ରଦାନ ଉଦ୍ଦେଶ୍ୟରେ ଆୟୋଜିତ…
Read More...

ଶିକେରପାଟ୍ ୟୁଥ୍ କ୍ଲବ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍ –୨୦୨୬

ଦେଓଗାଁ, (ମନୀଷ କୁମାର ସାହୁ) : ଓଡ଼ିଆ ଭାଷା, ସାହିତ୍ୟ, ଲୋକକଳା ଓ ପାରମ୍ପରିକ ସଂସ୍କୃତିର ସୁରକ୍ଷା ସହ ଯୁବପିଢ଼ିଙ୍କୁ ନିଜ ମାଟି ଓ ପରମ୍ପରା ସହ ଯୋଡ଼ିବା ଉଦ୍ଦେଶ୍ୟରେ ଶିକେରପାଟ୍ ୟୁଥ୍ କ୍ଲବ ପକ୍ଷରୁ ଜାମୁଟ ହାଇସ୍କୁଲ ଖେଳପଡ଼ିଆରେ ‘ନୂଆଁଖାଇ ଭେଟ୍‌ଘାଟ୍–୨୦୨୬’ ଉତ୍ସାହ ଓ ଜନସମାଗମ…
Read More...

ଚୁଡ଼ାପାଲିରେ ମହାନ ସ୍ୱାଧୀନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ବଲାଙ୍ଗିର/ଚୁଡ଼ାପାଲି, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ବରପୁତ୍ର, ମହାନ ସ୍ୱାଧୀନତା ସଂଗ୍ରାମୀ, ଜନନେତା ତଥା ବିଶିଷ୍ଠ ଆଦିବାସୀ ନେତା ଯୋଗେଶ୍ୱର କୁମୁରାଙ୍କ ସ୍ମୃତିରେ ଚୁଡ଼ାପାଲିଠାରେ ବର୍ଣାଢ୍ୟ…
Read More...