ବଲାଙ୍ଗିରରେ ଅଭାବନୀୟ ଘଟଣା : ଛାତରୁ ପଡ଼ି ମହିଳାଙ୍କ ମୃତ୍ୟୁ, ତଦନ୍ତ ଆରମ୍ଭ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ତୁଳସୀ ନଗର ପଡ଼ାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏକ ଭଡ଼ା ଘରେ ରହୁଥିବା ୫୪ ବର୍ଷୀୟା ମହିଳା ନମିତା ସାମଲଙ୍କର ଛାତରୁ ପଡ଼ି ମୃତ୍ୟୁ ଘଟିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ନମିତା!-->…
Read More...
Read More...