ଶ୍ରୀ ସମ୍ପଦ ବିନାୟକ ମନ୍ଦିରର ଉନ୍ନୟନ ଲାଗି ହାତ ବଢ଼ାଇଲେ ସମାଜସେବୀ ଦୀପକ ମୁଦୁଲି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶିଷ୍ଟ ସମାଜସେବୀ ଦୀପକ କୁମାର ମୁଦୁଲି ସୋମବାର ଛତ୍ରପୁର ସହରାଞ୍ଚଳର ବେରକ୍ ସାହିରେ ଅବସ୍ଥାପିତ ଶ୍ରୀ ସମ୍ପଦ ବିନାୟକ ମନ୍ଦିରର ଉନ୍ନୟନ ଲାଗି ନିଜ ହାତ ପାଣ୍ଠିରୁ କଲେ ଆବଣ୍ଟନ । ପ୍ରାରମ୍ଭରେ ସିଦ୍ଧିଶ୍ରୀ ବିନାୟକ ଭଗବାନଙ୍କ ଠାରେ ବିଧିବଦ୍ଧ
Read More...

ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ : ସମାଜର ଏକତା ହେଲେ ଆଦିବାସୀଙ୍କ ବିକାଶ ହେବ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଓ ଆଗଲପୁର ବ୍ଲକ ଆଦିବାସୀ କଲ୍ୟାଣ ସଂଘର ମିଳିତ ଆୟୋଜନରେ ସ୍ଥାନୀୟ ଆଦିବାସୀ ଭବନ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପାରମ୍ପରିକ ବେଶଭୂଷା, ଲୋକନୃତ୍ୟ, ବାଦ୍ୟଯନ୍ତ୍ର ଓ ପାରମ୍ପରିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ପୂର୍ବକ
Read More...

ବାରପୁଡୁଗିଆ ଶିବ ମନ୍ଦିର ପୁନରୁଦ୍ଧାର କାର୍ଯ୍ୟର ଶିଳାନ୍ୟାସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାରପୁଡୁଗିଆ ଶିବ ମନ୍ଦିରର ପୁନରୁଦ୍ଧାର ସହ ଶିକ୍ଷା, କ୍ରୀଡା ଓ ଭିତ୍ତିଭୂମିର ବିକାଶ - ବାରପୁଡୁଗିଆର ସାମୂହିକ ଉନ୍ନତିର ନୂଆ ଅଧ୍ୟାୟ । ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମ ସ୍ଥିତ ସ୍ଥାନୀୟ ଶିବ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟର
Read More...

କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ଜିଲ୍ଲା କମିଟି ସଭାପତି ତୀର୍ଥ ପଧାନଙ୍କ ନେତୃତ୍ୱରେ ଶ୍ରମିକମାନଙ୍କର ବିଭିନ୍ନ ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
Read More...

ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ପଡାର କେତେକ ବ୍ୟକ୍ତିଙ୍କ ପରଲୋକ ହୋଇଥିବାରୁ ତାଙ୍କ ଆତ୍ମା ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ବୈଠକରେ ପଡାର
Read More...

୨୦୨୬ ସ୍ୱାଧୀନତା ଦିବସ ସମାରୋହରେ ‘ବନ୍ଦେ ମାତରମ୍ର ୧୫୦ ବର୍ଷ’ ଓ ‘ବିକଶିତ ଭାରତ @୨୦୪୭ ପାଇଁ ଯୁବଶକ୍ତି’କୁ ସମ୍ମାନ

ପ୍ରଥମ ଥର ପାଇଁ, ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ 'ବନ୍ଦେ ମାତରମ୍' ଗାନ କରାଯିବପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରିବେଭବ୍ୟ ସ୍ୱାଧୀନତା ଦିବସ ସମାରୋହର ସାକ୍ଷୀ ହେବେ ପ୍ରାୟ ୫,୦୦୦ ସ୍ୱତନ୍ତ୍ର ଅତିଥି ନୂଆଦିଲ୍ଲୀ, (ପିଆଇବି) : ଆସନ୍ତା ୧୫
Read More...

ରାଜ୍ୟଗୋଷ୍ଠୀ କ୍ରୀଡା ବିଜେତାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କେବଳ ଭୌତିକ ଭିତ୍ତିଭୂମି ନୁହେଁ, ସମଗ୍ର କ୍ରୀଡ଼ା ସଂସ୍କୃତି ବିକାଶ ଉପରେ କ୍ରୀଡ଼ାର ସଫଳତା ନିର୍ଭରଶୀଳ: ପ୍ରଧାନମନ୍ତ୍ରୀମୌଖିକ ଉତ୍ସାହ ଅପେକ୍ଷା ପଦକଗୁଡ଼ିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ପ୍ରେରଣାଦାୟୀ: ପ୍ରଧାନମନ୍ତ୍ରୀଦେଶକୁ ଗୌରବାନ୍ୱିତ କରିଥିବା କ୍ରୀଡାବିତମାନଙ୍କୁ
Read More...

ପାରାଦୀପ ବନ୍ଦର ପ୍ରାଧିକରଣରେ ଆଇଏମପିସିସି ବୈଠକ

ବାହୁଦାରେ ସାଟେଲାଇଟ୍ ବନ୍ଦର ଏବଂ ପୁରୀରେ କ୍ରୁଜ୍ ଟର୍ମିନାଲ ବିକଶିତ କରିବ ପାରାଦୀପ ବନ୍ଦର: ପିପିଏ ଅଧ୍ୟକ୍ଷଗଣଯୋଗାଯୋଗରେ ସହାନୁଭୂତି ଏବଂ ସମନ୍ୱୟ ଉପରେ ଗୁରୁତ୍ୱାରୋପ କଲେ ପିଆଇବି ଏଡିଜି ନୂଆଦିଲ୍ଲୀ, (ପିଆଇବି) :ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଓଡ଼ିଶା କ୍ଷେତ୍ରର
Read More...

ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ସାଂସଦ ପ୍ରଦୀପ ପୁରୋହିତଙ୍କ ଦୃଢ଼ ଦାବି ବରଗଡ, (ନିରୋଜ କୁମାର ପାଣୀ) : ଚିର ଅବହେଳିତ ଓ ମରୁଡ଼ି ପ୍ରପୀଡ଼ିତ ବରଗଡ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ଉପଖଣ୍ଡର ସାମଗ୍ରିକ ବିକାଶ ପାଇଁ ସ୍ୱତନ୍ତ୍ର ‘ବିକାଶ ପ୍ୟାକେଜ୍’ ଘୋଷଣା କରିବାକୁ ଜାତୀୟ ସ୍ତରରେ ଦାବି
Read More...

ଦଇବ ସାଜିଛି ଦାଉ : ପୁଅର ଚିକିତ୍ସା ପାଇଁ ସହାୟତା ଲୋଡ଼ିଲେ ବାପା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦଇବ ସାଜିଛି ଦାଉ । ଗୋଟିଏ ପଟେ ୧୨ ବର୍ଷର ପୁଅ କ୍ୟାନସରରେ ପୀଡ଼ିତ ହୋଇ ଜୀବନ ସହ ସଂଘର୍ଷ କରୁଛି, ଆଉ ଅନ୍ୟପଟେ ପୁଅର ଚିକିତ୍ସାରେ ସର୍ବସ୍ୱ ହରାଇ ଅସହାୟ ହୋଇପଡ଼ିଛନ୍ତି ବାପା । ଏବେ ପୁଅର ଜୀବନ ବଞ୍ଚାଇବା ପାଇଁ ଲୋଡ଼ିଛନ୍ତି ସହାୟତା । ବଲାଙ୍ଗିର
Read More...