ରାମଚଣ୍ଡୀ ପୀଠ ପରିସରରେ ପ୍ଲାଷ୍ଟିକ ମୁକ୍ତ, ସ୍ୱଚ୍ଛ ସୁନ୍ଦର ପରିବେଶ ପାଇଁ ବଜ୍ର-ଶପଥ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଋଷିକୁଲ୍ୟା ନଦୀ ସହ ରାମଚଣ୍ଡୀ ପୀଠ ପରିସରରେ ପ୍ଲାଷ୍ଟିକମୁକ୍ତ, ସ୍ୱଚ୍ଛ ସୁନ୍ଦର ପରିବେଶ ପରିଣତ କରାଯିବା ନିମନ୍ତେ ବଜ୍ର ଶପଥ ନିଆଯାଇଛି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ନେତ୍ତୃତ୍ଵରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ଶପଥ ପାଠ
Read More...

ୱାଟରସେଡ୍ ମହୋତ୍ସବ-୨୦୨୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ କୃଷି ସେଚନ ଯୋଜନା ଅନ୍ତର୍ଗତ ଜଳବିଭାଜିକା ଉନ୍ନୟନ କାର୍ଯ୍ୟରେ ଜନଭାଗିଦାରୀକୁ ପ୍ରୋତ୍ସାହନ ଦେବା ପାଇଁ, ଭୂମି ସମ୍ପଦ ବିଭାଗ, ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟ, ଭାରତ ସରକାର ତଥା ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ,
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଭୁସୁଡୁଛି ବିଜେଡି ଗଡ଼ : ଉପ ସଭାପତିଙ୍କ ସମେତ ୩ ଜଣଙ୍କ ଇସ୍ତଫା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ଭୁସୁଡ଼ୁଛି ବିଜେଡିର ଗଡ଼ । ଇସ୍ତଫା ଦେଲେ ୩ ତୁଙ୍ଗନେତା ତଥା ବିଧାୟକ ନିରଞ୍ଜନ ପୂଜାରୀଙ୍କ ଅନୁଗତ । ଗତକାଲି ବିଜେଡି ସାଙ୍ଗଠନିକ ପଦରୁ ଉପ ସଭାପତି ରମେଶ ପୂଝାରୀ, ଯୁବ ବିଜେଡ଼ି ଉପ ସଭାପତି ମନୋଜ ପୁରୋହିତ ଓ ଉମେଶ
Read More...

ଚଳିତ ରବିରେ ଇନ୍ଦ୍ରାବତୀରୁ ୭୬, ୪୩୦ ହେକ୍ଟର ଜମିରେ ଜଳ ସେଚନର ଲକ୍ଷ୍ୟ

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପରୁ ଚଳିତ ରବି ୨୦୨୫/୨୬ବର୍ଷ ପାଇଁ କଳାହାଣ୍ଡି ଜିଲ୍ଲାର ଛଅଟି ବ୍ଲକର ୩୪୪ ଗ୍ରାମର ୭୬, ୪୩୦ହେକ୍ଟର ଜମିରେ ରବି ଜଳ ସେଚନ ଯୋଗାଇ ଦେବା ପାଇଁ ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗର ଚିଠା ପ୍ରସ୍ତୁତ ହେବା ସହିତ ଆଗାମୀ ସାତ ତାରିଖରୁ
Read More...

ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶିନୀ ଉଦଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌): ବଲାଙ୍ଗିର ଜିଲ୍ଲା, ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବନ୍ଧପଡ଼ା ପରିସରରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ସଂଯୋଜକ ସୁଧାଂଶୁ ଶେଖର ସ୍ୱାଇଁ ଓ ବୈଷୟିକ ସହଯୋଗୀ ସମ୍ବିତ ରଥଙ୍କ ନେତୃତ୍ୱରେ ଆସିଥିବା ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶିନୀ
Read More...

ସମ୍ବାଦିକ ମାନଙ୍କୁ ପେନସନ ଓ ଭତ୍ତା ଦେବା ପାଇଁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ନିବେଦନ କଲେ ପଦ୍ମପୁର ସାମ୍ବାଦିକ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପଞ୍ଚମ ଲୋକ ମହୋତ୍ସବର ଉଦଯାପନୀ ଉତ୍ସବରେ ଯୋଗ ଦେଇଥିବା ଓଡିଶାର ଯୁବ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ଥିବା ସାମ୍ବାଦିକ ମାନଙ୍କୁ ଶେଷ ରଜନୀରେ ସମ୍ମାନିତ କରିଥିଲେ । ଏହି ସମୟରେ ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ବଡ଼
Read More...

ଗ୍ରାମୀଣ ବିକାଶର ନୂତନ ସଂକଳ୍ପ, ନିଯୁକ୍ତିର ନୂଆ ଗ୍ୟାରେଣ୍ଟି

● ଲୋକସଭାରେ ଆଜି ବିକଶିତ ଭାରତ - ରୋଜଗାର ଏବଂ ଜୀବିକା ମିଶନ (ଗ୍ରାମୀଣ) ପାଇଁ ଗ୍ୟାରେଣ୍ଟି: ଭିବି - ଜି ରାମ ଜି (ବିକଶିତ ଭାରତ - ଜି ରାମ ଜି) ବିଲ୍, 2025 ଉପସ୍ଥାପନ କଲେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ● ଏହି ବିଲ୍ ଗ୍ରାମୀଣ ପରିବାରକୁ 125 ଦିନର ମଜୁରି ଆଧାରିତ ନିଯୁକ୍ତିର
Read More...

ରାଜ୍ୟସ୍ତରୀୟ ଶକ୍ତି ସଂରକ୍ଷଣ ମଡେଲ ପ୍ରତିଯୋଗିତାରେ ବଲାଙ୍ଗିରର ପ୍ରତିନିଧିତ୍ୱ

ଭୁବନେଶ୍ଵର : ଡିସେମ୍ବର ୧୪ ତାରିଖ, ୨୦୨୫ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଅବସରରେ, ଶକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ୍‌) ତଥା ପ୍ରମୁଖ ବିଦ୍ୟୁତ୍ ନିରୀକ୍ଷକ ଏବଂ ଏସ୍.ଡି.ଏ. ଆନୁକୂଲ୍ୟରେ, ସି.ଇ.ଏସ୍., ଜଙ୍ଗଳ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ
Read More...

ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ସାଇବର ଠକେଇ ସଚେତନତା ଶିବିର

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବ୍ଲକ ମିଶନ୍ ଶକ୍ତି ଭବନ ସୋନପୁର ଠାରେ ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସାଇବର ଠକେଇରୁ ସୁରକ୍ଷା ନିମନ୍ତେ ବ୍ଲକ ସ୍ତରୀୟ ସଚେତନତା ବା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟ
Read More...

ଲାଲ କରିଡରରୁ ନକ୍ସଲମୁକ୍ତ ଭାରତ ପର୍ଯ୍ୟନ୍ତ: ନିର୍ଣ୍ଣାୟକ ଲାଭର ଦଶନ୍ଧି (2014-2025)

• ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା 126 (2014)ରୁ ମାତ୍ର 11 (2025)କୁ ହ୍ରାସ ପାଇଛି, ସର୍ବାଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକ 36 ରୁ ମାତ୍ର 3କୁ ହ୍ରାସ ପାଇଛି; ଲାଲ କରିଡରର ଧ୍ୱଂସ ପାଖେଇ ଆସିବାର ପ୍ରମାଣ ଦେଉଛି • 12,000 କିଲୋମିଟରରୁ ଅଧିକ ରାସ୍ତା, 586 ସୁରକ୍ଷିତ ପୁଲିସ
Read More...