csstore

ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବାକୁ ଜିଲ୍ଲାପାଳଙ୍କ ଟିଟିଲାଗଡ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବାକୁ ଆଜି ବଲାଙ୍ଗିର ଜିଲ୍ଲା ଟିଟିଲାଗଡକୁ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଚଂଚଳ ରାଣା । ଜିଲ୍ଲାପାଳ ଶ୍ରୀ ରାଣା ଟିଟିଲାଗଡର ସ୍ମାର୍ଟ ପାର୍କ, ମହାରାଜ ସାଗର, ମିଶନ ଶକ୍ତି କେଫେଟେରିଆ ଏବଂ ବାଳକ ହାଇସ୍କୁଲକୁ ପରିର୍ଶନ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିବା ବେଳେ ଏହି ପରିଦର୍ଶନ ସମୟରେ ଜିାଲ୍ଲାପାଳ ଶ୍ରୀ ରାଣାଙ୍କ ସହିତ ଟିଟିଲାଗଡ ଉଜିଲ୍ଲାପାଳ ଏବଂ ଲାଇନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.