୧୫ ଦିନ ହେଲା ଜିଓ ଇଣ୍ଟରନେଟ୍‌ ସେବା ବନ୍ଦ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ବେନକେରା ଗାଁରେ ଥିବା ଏକ ଜିଓ ଟାୱାର ପ୍ରାୟ ୧୫ଦିନ ହେବ ଇଣ୍ଟରନେଟ ସେବା ବନ୍ଦ ହୋଇଯାଇଛି । ଯାହାଫଳରେ ଅନ୍-ଲାଇନ କାମ, ଅନ୍ ଲାଇନ୍ ଶିକ୍ଷାଦାନ, ଏଣ୍ଟରନେଟ କାମ ବନ୍ଦ ହୋଇଯାଇଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକେ ଯାହା ଦ୍ୱାର ଜିଓ ସିମ୍‌ରୁ ଏଆର୍‌ଟେଲ୍‌କୁ ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳୁଛି ଏଣୁ ତୁରନ୍ତ ଜିଓ ଅନ୍-ଲାଇନ୍‌ ସେବା ଯୋଗାଇ ଦେବା ପାଇଁ ଜିଓ କମ୍ପାନୀକୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ ।

Leave A Reply

Your email address will not be published.