oom

ପୋଖରୀରେ ବୁଡି ନାବାଳିକା ମୃତ

jsmm

ଭବାନୀପାଟଣା, (ପି.କେ ସାହୁ) : ଭବାନୀପାଟଣା ସଦରଥାନା ଅର୍ନ୍ତଗତ ତେନ୍ତୁଲିପଦର ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ପୋଖରୀରେ ବୁଡି ଜଣେ ୫ବର୍ଷର ନାବାଳିକା ଗଜପତି ସାହୁଙ୍କ ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁ ନେଇ ତେନ୍ତୁଲିପଦର ଗ୍ରାମରେ ଶୋକର ଛାୟା ଖେଳିଯାଇଛି । କୁନି ଝିଅର ମୃତ୍ୟୁ ଘଟଣା ସାଧାରଣରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି ।

jittmm
Leave A Reply

Your email address will not be published.