ଆଗଲପୁର ବ୍ଲକ୍‌ରେ ପ୍ଲମ୍ବିଂ ଉପରେ ଏସ୍‌ଇଏମ୍‌ ମାନଙ୍କୁ ତାଲିମ ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ରେ ଜଳ ଜୀବନ ମିଶନ୍ ଅନ୍ତର୍ଗତ ଏସ୍‌ଇଏମ୍‌ ମାନଙ୍କୁ ଜଳଯୋଗାଣ ଉପରେ ତାଲିମ ଦିଆଯାଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଏଥିରେ ବିଭାଗୀୟ ଅଧିକାରୀମାନେ ଯୋଗ ଦାନ କରି ଉପସ୍ଥିତ ଥିବା ଏସ୍‌ଇଏମ୍‌ ମାନଙ୍କୁ ଜଳଯୋଗାଣ ଉପରେ ତାଲିମ ଦେଇଥିଲେ ।

Leave A Reply

Your email address will not be published.