jsm

ଜମି ବିବାଦକୁ ନେଇ ଆକ୍ରମଣ : ଗୁରତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖରିଆର ଥାନା ଅନ୍ତର୍ଗତ କୁଲି ଗାଁର ଜନାର୍ଦ୍ଦନ ପୂଜରୀ ନାମକ ଜଣେ ବ୍ୟକ୍ତିଙ୍କୁ ଜମି ବିବାଦକୁ କେନ୍ଦ୍ର କରି ନିଜ ବଡ ବାପାର ପୁଅ(ଧୁବଲେଶ୍ୱର ପୂଜରୀ) ଠେଙ୍ଗାରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଜନାର୍ଦ୍ଦନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିଜ ପରିବାର ଲୋକେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନାକୁ ଡାକ୍ତର ସ୍ଥାନାନ୍ତରିତ କରିଥିବା ଜଣାପଡିଛି ।

yuvodaya
Leave A Reply

Your email address will not be published.