ପେଟ୍ରୋଲିୟମ୍ ଓ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ କଳାମଣ୍ଡଳ ପଡିଆରେ ସାଇକ୍ଲେଥନ୍ ଅନୁଷ୍ଠିତ ଓଡିଶା By Koshala Prabaha On Sunday 17th April 2022, 7:07 pm Share ବଲାଙ୍ଗିର, (କେପିଏନ୍ଏସ୍) : ପେଟ୍ରୋଲିୟମ୍ ଓ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ବଲାଙ୍ଗିର କଳାମଣ୍ଡଳ ପଡିଆରେ ସାଇକ୍ଲେଥନ୍ ଅନୁଷ୍ଠିତ ହୋଇଯାଇଛି । ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ ସଂରକ୍ଷଣ ପାଇଁ ବିଭିନ୍ନ ପେଟ୍ରୋଲିୟମ୍ କମ୍ପାନୀ ପକ୍ଷରୁ ସାଇକେଲ ସଚେତନତା ଯାତ୍ରା ଅନୁଷ୍ଠିତ ହୋଇଥିଲା । balangir news