ଜମି ବିବାଦକୁ ନେଇ ଗୁଳିକାଣ୍ଡ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଧଉଳି ଥାନା ଅଧୀନରେ ଜମି ବିବାଦକୁ ନେଇ ଗୁଳିମାଡ଼ । ଜମି ବିବାଦକୁ ନେଇ ଗଣ୍ଡଗୋଳ ହୋଇ ଗୁଳିମାଡ଼ ହୋଇଛି । ଗୁଳି ମାଡ଼ରୁ ଶିଶୁପାଳଗଡ଼ର ରବି ପାତ୍ର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗୁଳିମାଡ଼ କରିଥିବା ସୁଶାନ୍ତ ଚମ୍ପତିଙ୍କୁ ପୋଲିସ ଗିରଫ କରି ପିସ୍ତଲ ଜବତ କରିଥିବା ଜଣାପଡିଛି ।

Leave A Reply

Your email address will not be published.