ବାଗଦୋର ସମିତି ସଭ୍ୟାଙ୍କ ସ୍ୱାମୀ ଲୋକନାଥ ବିଶ୍ଵାଳଙ୍କୁ ଗୁଳି କରି ହତ୍ୟା ଅଭିଯୋଗ : ପୂର୍ବ ଶତ୍ରୁତା ନା ରାଜନୀତି, କାରଣ ଅସ୍ପଷ୍ଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ବାଗଦୋର ପଞ୍ଚାୟତ ସମିତି ସଭ୍ୟା ବନୀତା ବିଶ୍ଵାଳଙ୍କ ସ୍ଵାମୀ ଲୋକନାଥ ବିଶ୍ଵାଳଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଦୃବୃତ୍ତ ମାନେ ଲୋକନାଥ ବିଶ୍ଵାଳଙ୍କ ଉପରକୁ ୩ ରାଉନ ଗୁଳି କରି ଫେରାର ମାରିଥିଲେ । ପରିବାର ଲୋକେ ତୁରନ୍ତ ବେଳପଡା ଡାକ୍ତରଖାନାକୁ ଆଣିଥିଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା । ବେଳେ ଏହାର କାରଣ ପୂର୍ବ ଶତ୍ରୁତା ନା ରାଜନୀତି ତାହା ଅସ୍ପଷ୍ଟ ରହିଛି । ଲାଠୋର ଥାନା ଦୁଇ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।

Leave A Reply

Your email address will not be published.