ପୂର୍ବତନ ଶିକ୍ଷା ମନ୍ତ୍ରୀ ରିପୁନାଥ ସେଠଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ଆଉ ନାହାନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଶିକ୍ଷାମନ୍ତ୍ରୀ ରିପୁନାଥ ସେଠଙ୍କ ଆଜି ପରଲୋକ ହୋଇ ଯାଇଛି । ବରଗଡ଼ ଜିଲ୍ଲା ବରପାଲି ସହରର ନୂଆପଡା ଠାରେ ଜନ୍ମ ଗ୍ରହଣ କରିଥିବା କଂଗ୍ରେସ ନେତା ରିପୁନାଥ ସେଠଙ୍କ ବରପାଲିର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ରିପୁନାଥ ସେଠ ଅଞ୍ଚଳରେ ବେଶ ଜଣାଶୁଣା ନେତା ସହ ଲୋକପ୍ରିୟ ନେତା ଥିଲେ ।

Leave A Reply

Your email address will not be published.