ଭେଡେନ ଓକିଲ ସଂଘ ନିର୍ବାଚନ : ଜଗତ ଭୂଷଣ ଶତପଥୀ ସଭାପତି ଓ ସୁଶିଲ ବେହେରା ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଭେଡେନ ଓକିଲ ସଂଘ ନିର୍ବାଚନରେ ଜଗତ ଭୂଷଣ ଶତପଥୀ ସଭାପତି ଓ ସୁଶିଲ ବେହେରା ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସେହିଭଳି ସୁରେନ୍ଦ୍ର ହୋତା ଉପ-ସଭାପତି, ଗୋପ ଚନ୍ଦ୍ର ମେହେର ଯୁଗ୍ମ ସମ୍ପାଦକ, ମହେଶ୍ୱର ପାଣ୍ଡେ କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି ।

Leave A Reply

Your email address will not be published.