csstore

ବଲାଙ୍ଗିର ପୌର ପରିଷଦ ନିର୍ବାଚନରେ ବିଜେଡ଼ିର ବାଜିମାତ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ନିର୍ବାଚନରେ ବିଜେଡ଼ି ବାଜିମାତ୍‌ କରୁଥିବା ଦେଖିବାକୁ ମିଳିଛି । ପୌରାଧ୍ୟକ୍ଷ ଆସନରେ ବିଜେଡ଼ି ପ୍ରାର୍ଥିନୀ ଲିକା ସାହୁ ଆଗୁଆ ରହିଥିବା ବେଳେ କାଉନ୍‌ସିଲର୍‌ ଭାବେ ୧ନଂ. ୱାର୍ଡରୁ ବିଜେଡ଼ି ପ୍ରାର୍ଥିନୀ ସସ୍ମିତା ନନ୍ଦ, ୨ନଂ. ୱାର୍ଡରୁ ବିଜେଡ଼ି ପ୍ରାର୍ଥିନୀ ସରିତା ଦାଶ, ୩ନଂ. ୱାର୍ଡରୁ କଂଗ୍ରେସ ପ୍ରାର୍ଥୀ ରଜନୀ ବନ୍‌ଛୋର୍‌, ୪ନଂ. ୱାର୍ଡରୁ କଂଗ୍ରେସ ପ୍ରାର୍ଥୀ ଅରବିନ୍ଦ ପରୁଆ, ୫ନଂ. ୱାର୍ଡରୁ ବିଜେଡ଼ି ପ୍ରାର୍ଥୀ ଲଲାଟେନ୍ଦୁ ପଟ୍ଟନାୟକ ଏବଂ ୬ନଂ. ୱାର୍ଡରୁ ବିଜେଡ଼ି ପ୍ରାର୍ଥିନୀ ପିଙ୍କି କବାଟ ବିଜୟୀ ହୋଇଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.