ବିଜେଡ଼ିର ବିଜୟ ପ୍ରବାହ ପୌର ନିର୍ବାଚନର ଫଳାଫଳରେ ବି ସ୍ପଷ୍ଟ ହେଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ସକାଳ ୮ଟାରୁ ଚାଲିଛି ପୌର ନିର୍ବାଚନର ଭୋଟ ଗଣତି । ତେବେ ନିକଟରେ ସମାପ୍ତ ହୋଇଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ବିଜୟ ପ୍ରବାହକୁ ବିଜେଡ଼ି ବଳବତ୍ତର ରହିଛି । ବିଜେଡ଼ି ୫୭, ବିଜେପି ୧୯, କଂଗ୍ରେସ ୫ ଓ ଅନ୍ୟ ୭ଟି ପୌରାଧ୍ୟକ୍ଷ ଆସନରେ ଆଗୁଆ ରହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.