ବୌଦ୍ଧ ପୌରାଧ୍ୟକ୍ଷ ଭାବେ ବିଜେଡ଼ି ପ୍ରାର୍ଥୀ ମୃତ୍ୟୁଂଜୟ ମିଶ୍ର ବିଜୟୀ

ବୌଦ୍ଧ : ବୌଦ୍ଧ ଏନ୍‌ଏସିର ଫଳାଫଳ ଆସିଯାଇଛି । ବୌଦ୍ଧ ପୌରାଧ୍ୟକ୍ଷ ଭାବେ ବିଜେଡ଼ି ପ୍ରାର୍ଥୀ ମୃତ୍ୟୁଂଜୟ ମିଶ୍ର ବିଜୟୀ ହୋଇଛନ୍ତି । ବୌଦ୍ଧର ୧୭ଟି ୱାର୍ଡରୁ ୧୫ଟି ୱାର୍ଡ ବିଜେଡ଼ି ସାଉଁଟିଥିବା ବେଳେ ମାତ୍ର ୨ଟି ୱାର୍ଡ ଆବୋରି ପାରିଛି ବିଜେପି । କଂଗ୍ରେସ ବୌଦ୍ଧରେ ମୂଳପୋଛ ହୋଇଯାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.