ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ଶେଷ ହୋଇଥିଲେ ସୁଦ୍ଧା ଏଯାଏଁ ଏନ୍ଆର୍ ଇଜିଏସ୍ ଟଙ୍କା ମିଳିନଥିବା ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ବଡଡକଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନାଗଫେଣା ଗାଁର ସବିତା ଧରୁଆର ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ଶେଷ ହୋଇଥିଲେ ସୁଦ୍ଧା ଏଯାଏଁ ଏନ୍ଆର୍ ଇଜିଏସ୍ ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି । ଅନେକ ଥର ସରପଞ୍ଚ ଜିଆର୍ ଏସ୍ ଓ ସରପଞ୍ଚ, ପିଇଓଙ୍କୁ କହିଥିଲେ ସୁଦ୍ଧା ଏଯାଏଁ ଏନ୍ଆର୍ ଇଜିଏସ୍ ଟଙ୍କା ମିଳୁନାହିଁ ବୋଲି ସବିତା ଧରୁଆ ଅଭିଯୋଗ କରିଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଗୋଚର କରାଯାଉ ବୋଲି ଜନ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.