oom

ବଲାଙ୍ଗିର ଜିଲ୍ଲାରେ କମୁଛି ଏକ୍‌ଟିଭ୍‌ କରୋନା ଆକ୍ରନ୍ତଙ୍କ ସଂଖ୍ୟା : ଆଜି ବଲାଙ୍ଗିର ଜିଲ୍ଲାରୁ ୬୪ ଆକ୍ରାନ୍ତ, ବଲାଙ୍ଗିର ଓ ଟିଟିଲାଗଡ଼ ପୌରାଂଚରୁ ଯଥାକ୍ରମେ ୭ ଓ ୪

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ସରକାରୀ ସୂତ୍ର ଅନୁସାରେ ଜିଲ୍ଲାରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮୩ ରହିଛି । ଜିଲ୍ଲାରେ ସମୁଦାୟ ୫୫୪୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୪୭୩୭ ଜଣ । ତେବେ ଆଜି ବଲାଙ୍ଗିର ଜିଲ୍ଲାରୁ ୬୪ ଜଣ ଆକ୍ରାନ୍ତଙ୍କ ତାଲିକା ପ୍ରକାଶ ପାଇଛି । ବଲାଙ୍ଗିର ପୌରାଂଚଳରୁ ୱାର୍ଡ ନଂ.୪ରୁ ୧, ୧୧ରୁ ୧, ୧୫ରୁ ୨, ୨୦ରୁ ୩ ଜଣ ଏବଂ ଟିଟିଲାଗଡ଼ ପୌରାଂଚଳରୁ ୱାର୍ଡ ନଂ.୪ରୁ ୧, ୫ରୁ ୧, ୮ରୁ ୧ ଏବଂ ୯ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ଆଗଲପୁର ବ୍ଲକ୍‌ ବଡ଼ଟିକା ଗ୍ରା.ପ.ରୁ ୨, ବଲାଙ୍ଗିର ବ୍ଲକ୍‌ କୁଡ଼ାସିଂଗା ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ଭାଲୁମୁଣ୍ଡା ଗ୍ରା.ପ.ରୁ ୧, ସିନ୍ଧେକେଲା ଗ୍ରା.ପ.ରୁ ୨, ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୧ ଓ ବିରିପାଲି ଗ୍ରା.ପ.ରୁ ୧, ବେଲପଡ଼ା ବ୍ଲକ୍‌ ମଣ୍ଡଲ ଗ୍ରା.ପ.ରୁ ୧, ଧୁମାଭଟା ଗ୍ରା.ପ.ରୁ ୧, ଦେଓଗାଁ ବ୍ଲକ୍‌ ଦେଷଣ୍ଢ ଗ୍ରା.ପ.ରୁ ୧, ଲଣ୍ଡାପଥର ଗ୍ରା.ପ.ରୁ ୩, ଗୁଡ଼ଭେଲା ବ୍ଲକ୍‌ ଦେଉଲଗୁଡ଼ି ଗ୍ରା.ପ.ରୁ ୧, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୫ରୁ ୧, ଖପ୍ରାଖୋଲ ବ୍ଲକ୍‌ ବାଘମୁଣ୍ଡ ଗ୍ରା.ପ.ରୁ ୧, ଲୋଇସିଂହା ବ୍ଳକ୍‌ ବାନିପାଲି ଗ୍ରା.ପ.ରୁ ୧, କୁସମେଲା ଗ୍ରା.ପ.ରୁ ୧, ଯୋଗୀସଡର଼୍ା ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ମୁରିବାହାଲ ଗ୍ରା.ପ.ରୁ ୩, ପାଟଣାଗଡ଼ ବ୍ଲକ୍‌ ବରପଦର ଗ୍ରା.ପ.ରୁ ୧, ଘଁସିଏନ୍‌ ଗ୍ରା.ପ.ରୁ ୩, ଯୋଗୀମୁଣ୍ଡା ଗ୍ରା.ପ.ରୁ ୧, ଖୁରସେଲ ଗ୍ରା.ପ.ରୁ ୪, ସାଲେପାଲି ଗ୍ରା.ପ.ରୁ ୧, ସୋଲବନ୍ଧ ଗ୍ରା.ପ.ରୁ ୧ ଏବଂ ତମିଆଁ ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି. ୱାର୍ଡ ନଂ. ୭ରୁ ୨, ୮ରୁ ୧, ୯ରୁ ୧, ୧୧ରୁ ୧, ୧୪ରୁ ୩, ୧୫ରୁ ୧, ପୁଇଁନ୍ତଲା ବ୍ଲକ୍‌ ଲୁକାପଡ଼ା ଗ୍ରା.ପ.ରୁ ୧, ଖଲିଆପାଲି ଗ୍ରା.ପ.ରୁ ୧, ଦଶପୁର ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ ସଇଁନ୍ତଲା ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ କୁରସୁଡ଼ ଗ୍ରା.ପ.ରୁ ୨, ତୁରେକେଲା ବ୍ଲକ୍‌ ଚାଉଲସୁଖା ଗ୍ରା.ପ.ରୁ ୧, କନ୍ଧେଇ ଗ୍ରା.ପ.ରୁ ୧ ଏବଂ ଖଗ୍‌ସା ଗ୍ରା.ପ.ରୁ ୧ ଜଣ ଆକ୍ରାନ୍ତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି ।

jittmm
Leave A Reply

Your email address will not be published.