ପର୍ଯ୍ୟବକ୍ଷକଙ୍କ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ସାଧାରଣ ପର୍ଯ୍ୟବକ୍ଷକ ଗଙ୍ଗାଧର ନାୟକ, ସ୍ପେସିଆଲ୍‌ ସେକ୍ରେଟାରୀ, ଫିସରି ଏଣ୍ଡ ଏନିମଲ୍‌ ରିସୋରସ୍‌ ଡେଭ୍‌ଲପ୍‌ମେଣ୍ଟ (ଏଆର୍‌ଡି) ଗତକାଲି ବଲାଙ୍ଗିର ମ୍ୟୁନିସିପାଲିଟି, ଟିଟିଲାଗଡ଼ ମ୍ୟୁନିସିପାଲିଟି, ତୁଷୁରା, କଣ୍ଟାବାଞ୍ଜି ଓ ପାଟଣାଗଡ ଏନ୍‌ଏସି ପରିଦର୍ଶନରେ ଯାଇଥିଲେ । ନିର୍ବାଚନ ଅଧିକାରୀ ଓ ପୌରନିର୍ବାହୀ ଅଧିକାରୀଙ୍କର ସହିତ ପୌରନିର୍ବାଚନ ୨୦୨୨ ସୁପରିଚାଳନା ପାଇଁ ନାମାଙ୍କନ ପତ୍ର ଦାଖଲ, ଷ୍ଟ୍ରଙ୍ଗ ରୁମ, ଡିସ୍‌ବୃଜାଲ ଏରେଞ୍ଜମେଣ୍ଟ, କାଉଣ୍ଟିଙ୍ଗି ଏରେଞ୍ଜମେଣ୍ଟ ବାବଦରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.