ପୁରୀ ସହରରେ ବୁଲୁଛି ହେଟାବାଘ : ଲୋକ ଆତଙ୍କୀତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ସମୁଦ୍ର କୂଳ ଥାନା ଅଧୀନସ୍ଥ ବ୍ଲକ ଛକରେ ହେଟାବାଘ ବୁଲୁଥିବା ଜଣାପଡିଛି । ଗତ ୨ ତାରିଖ ରାତିରେ ହେଟାବାଘଟି ବୁଲୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ବାଲୁଖଣ୍ଡ ଅଭୟାରଣ୍ୟରୁ ଏହି ହେଟାବାଘ ସହର ଭିତରକୁ ପଶି ଆସିଥିବା ସନ୍ଦେହ କରାଯାଉଛି । ଏହି ଖବର ପାଇବା ପରେ ଗ୍ରାମବାସୀ ଭୟଭୀତ ଥିବା ଜଣାପଡିଛି । ହେଟାବଘ ବୁଲୁଥିବା ନେଇ ବନବିଭାଗକୁ ସୂଚନା ଦିଆଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.