ପଦ୍ମପୁର ସାମ୍ବାଦିକ ଡିଲେଶ୍ୱର ବାଗ ଦୁର୍ଘଟଣା ଗ୍ରସ୍ତ : ବୁର୍ଲାରେ ଚିକିତ୍ସିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସାମ୍ବାଦିକ ଡିଲେଶ୍ୱର ବାଗ ଗତକାଲି ରାତିରେ ଶିବରାତ୍ରି ଖବର ସଂଗ୍ରହ କରି କଣ୍ଠେଶ୍ୱରପୁରରୁ ଫେରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ପ୍ରଥମେ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ବର୍ତ୍ତମାନ ସେ ବରଗଡ଼ ବିକାଶ ଡାକ୍ତରଖାନାରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ସୂଚନା ମିଳିଛି ।

Leave A Reply

Your email address will not be published.