ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଶ୍ୱାଳଙ୍କ ବିୟୋଗରେ କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଗଭୀର ଶୋକ

କଣ୍ଟାବାଂଜି : ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଶ୍ୱାଳଙ୍କ ବିୟୋଗରେ କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଗଭୀର ଶୋକ ପ୍ରକାଶ କରିଛନ୍ତି । ବିଧାୟକ ଶ୍ରୀ ସାଲୁଜା ଶୋକ ପ୍ରକାଶ କରି କହିଛନ୍ତି ଯେ, ଓଡ଼ିଶା ରାଜନୀତି ପ୍ରତି ସ୍ୱର୍ଗତ ବିଶ୍ୱାଳଙ୍କ ମୂଳ ଅବଦାନକୁ ଆମେ ୧୯୯୭ ମସିହାରେ ପ୍ରତ୍ୟକ୍ଷ କରିଥିଲୁ । ବ୍ୟକ୍ତିଗତ ଭାବେ ମୋର ବହୁତ ବଡ଼ କ୍ଷତି ଘଟିଛି । ସ୍ୱର୍ଗତ ବିଶ୍ୱାଳଙ୍କ ରାଜନୈତିକ କ୍ଷେତ୍ର ଯେଉଁଟା ମୋ ମା’ଙ୍କ ଘର ମଧ୍ୟ ସେଇଟା । ସେହି ଦୃଷ୍ଟିରୁ ଆମେ ତାଙ୍କୁ ମାମା ବୋଲି ଡାକୁ ।

Leave A Reply

Your email address will not be published.