jsm

ଗଏଲଭାଡ଼ି ନିକଟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରିଜାଇଡ଼ିଂ ଅଫିସରଙ୍କ ଦୁଇ ଆଖି ଦାନ କଲେ ପରିବାର ଲୋକେ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ୍‌ ଛାନ୍‌ଛଡ଼ା ଗାଁର ଶିକ୍ଷକ ତଥା ଗତକାଲି ଅନୁଷ୍ଠିତ ହୋଇଥିବା ଅନ୍ତିମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିୟୋଜିତ ପ୍ରିଜାଇଡ଼ିଂ ଅଫିସର ସୁଦାମ ପୁରୋହିତ ଗଏଲଭାଡ଼ି ନିକଟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ଆଜି ତାଙ୍କ ପରିବାର ପକ୍ଷରୁ ତାଙ୍କର ଦୁଇ ଆଖିକୁ ଭୁବନେଶ୍ୱର ସ୍ଥିତ ଦୃଷ୍ଟି ଆଇ ବ୍ୟାଙ୍କ୍‌କୁ ଦାନ କରାଯାଇଥିବା ଜଣାପଡ଼ିଛି ।

yuvodaya
Leave A Reply

Your email address will not be published.