oom

ଦନ୍ତା ହାତୀର ଆକ୍ରମଣ

jsmm

ଜଳେଶ୍ୱର : ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ବିରିଶପୁର ଓ ଗୋପ ଗ୍ରାମରେ ଆଜି ସକାଳ ସମୟରେ ଏକ ଗୋଠଛଡା ଦନ୍ତା ଜଙ୍ଗଲ ମଧ୍ୟରୁ ଚାଲି ଆସି ବିରିଶ ପୁର ଏବଂ ଗୋପ ଗାଁ ମଧ୍ୟରେ ପଶି ଉପଦ୍ରବ ଘଟାଇଥିବା ଜଣାପଡ଼ିଛି । ଭୟରେ ଗ୍ରାମବାସୀ ଘରୁ ବାହାରୁ ନଥିବା ଜଣାପଡ଼ିଛି । ଫଳରେ ଗ୍ରାମବାସୀ ଏନେଇ ବନ ବିଭାଗକୁ ଖବର ଦେଇଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.