୨୦ କେଜି ଗଞ୍ଜେଇ ଜବତ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳର ମହିଷାପାଟ ଛକଠାରେ ଟାଉନ ଥାନା ପୋଲିସ ୨୦ କେଜି ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଜଣେ ଯୁବ୍‌ ଏକ ଟିଭିଏସ୍‌ ମୋପେଡ ବାଇକରେ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ କାବୁ କରି ୨୦ କେ.ଜି ଗଞ୍ଜେଇ ଜବତ କରିଥିଲା । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୦ ହଜାର ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.