ଧିମେଇଲା ଦେଶରେ କରୋନା ସଂକ୍ରମଣ : ଗତ ୨୪ ଘଣ୍ଟାରେ ୫୦,୪୦୭ ନୂଆ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୧,୩୬,୯୬୨ ରୋଗୀ

ନୂଆଦିଲ୍ଲୀ : ଧିମେଇବାରେ ଲାଗିଛି ଦେଶରେ କରୋନା ସଂକ୍ରମଣ । ଦିନକୁ ଦିନ ୧ ଲକ୍ଷରୁ କମି କମି ଆସୁଛି ସଂକ୍ରମିତଙ୍କ ସଂଖ୍ୟା । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି କୁହାଯାଇଛି ଯେ, ଗତ ୨୪ ଘଣ୍ଟାରେ ୫୦,୪୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧,୩୬,୯୬୨ ରୋଗୀ ।

Leave A Reply

Your email address will not be published.