csstore

ଅବକାରୀ ବିଭାଗ ପକ୍ଷରୁ ମାଗୁରବେଡ଼ାରେ ଚଢ଼ାଉ : ୮୦୦କେଜି ମହୁଲ ପୋଚ ନଷ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବେଆଇନ ମଦ କାରବାର । ତେବେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବଲାଙ୍ଗିର ଅବକାରୀ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଥିବା ବେଳେ ଆଜିି ଏହି ସ୍କ୍ୱାର୍ଡ ମାଗୁରବେଡ଼ା ସ୍ଥିତ ଜଙ୍ଗଲରେ ଚଢ଼ାଉ କରି ୮୦୦କେଜି ମହୁଲ ପୋଚ ନଷ୍ଟ କରିବା ସହ ବେଆଇନ ଭାବେ ରନ୍ଧା ହେଉଥିବା ମଦରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି ।

jayashree
Leave A Reply

Your email address will not be published.