ନନ୍ଦନକାନନକୁ ଆସିବ ଗଣ୍ଡା, ଧଳାବାଘ ଓ ଓଟପକ୍ଷୀ

ବାରଙ୍ଗ : ଦୀର୍ଘ ୫ ବର୍ଷ ପରେ ନନ୍ଦନକାନନ କତ୍ତୃପକ୍ଷ ଏଠାକୁ ଗଣ୍ଡା ଆଣିବା ପାଇଁ ଯାଉଥିବା ଖବର ମିଳିଛି । ଏଥିପାଇଁ ହାଇଦ୍ରାବାଦର ନେହେରୁ ଜୁଲୋଜିକାଲ ପାର୍କ ସହିତ କଥାବାର୍ତ୍ତା ଆରମ୍ଭ ହୋଇଥିବା ଜଣାପଡିଛି । ଏଠାରୁ ଅଦଳବଦଳ ପ୍ରକ୍ରିୟାରେ ବିଭିନ୍ନ ଜୀବଜନ୍ତୁ ଅଣାଯିବ ବୋଲି ସୂଚନା ରହିଛି । ଗଣ୍ଡା ସହିତ ଧଳା ମହାବଳ ବାଘ, ଆଫ୍ରିକୀୟ ସିଂହ ଓ ଓଟପକ୍ଷୀ ଅଣାଯିବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.