csstore

ଆର୍ଯ୍ୟା କ୍ରିକେଟ କପ୍‌ ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନୂଆପାଲିରେ ଆର୍ଯ୍ୟା ସ୍ପୋଟିଙ୍ଗ ଦ୍ୱାରା ଆର୍ୟ୍ୟା କ୍ରିକେଟ କପ୍‌ ଆୟୋଜିତ ହୋଇଯାଇଛି । ଚାରିଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବେ ରାଜବୋଡାସମ୍ବର ବ୍ଲକ ୧ ନଂ ଜୋନ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥିନୀ ସରସ୍ବତୀ ସାହୁ ଓ ସମ୍ମାନିତ ଅତିଥି ରୂପେ ବିଜେପି ମଣ୍ଡଳ ସଭାପତି ସୌକିଲାଲ ସାହା, ଯୁବ ମୋର୍ଚ୍ଚା ଜିଲ୍ଲା ସଂଯୋଜକ ଲକ୍ଷ୍ମୀକାନ୍ତ ବରିହା, ଯୁବମୋର୍ଚ୍ଚା ଜିଲ୍ଲା ସଂଯୋଜକ ମଣ୍ଟୁ ପାଣ୍ଡେ, ମଣ୍ଡଳ ଯୁବ ମୋର୍ଚ୍ଚା ସମ୍ପାଦକ ସୁବ୍ରତ ସାହୁ, ଏସ୍‌ ସି ମୋର୍ଚ୍ଚା ମଣ୍ଡଳ ସାଧାରଣ ସମ୍ପାଦକ ନରହରି ପାଣ୍ଡେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

jayashree
Leave A Reply

Your email address will not be published.