‘ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ’ : ପ୍ରୟାଗରାଜ ଧର୍ମ ସଂସଦରେ ପ୍ରସ୍ତାବ ପାରିତ ହେଲା

ପ୍ରୟାଗରାଜ : ସଙ୍ଗମ ସହର ପ୍ରୟାଗରାଜରେ ‘ଧର୍ମ ସଂସଦ’ ଆୟୋଜିତ ହୋଇଥିଲା, ଯେଉଁଥିରେ ଶହ ଶହ ସାଧୁ ଓ ସନ୍ଥ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ସାଧୁ ଓ ସନ୍ଥମାନେ ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବା ସହିତ ତିନୋଟି ପ୍ରସ୍ତାବ ପାରିତ କରିଥିଲେ । ସାଧୁସନ୍ଥମାନେ କହିଛନ୍ତି ଯେ, ଯଦି ଭାରତ ହିନ୍ଦୁ ରାଷ୍ଟ୍ର ନହୁଏ, ତେବେ ବିଶ୍ୱ ଗୁରୁ ହେବାର ରାସ୍ତା ଖୋଲିବ ନାହିଁ ।

Leave A Reply

Your email address will not be published.