ପଦ୍ମପୁର ଗୋୟଲ ଟ୍ରେଡର୍ସରେ ସିଟି ଏଣ୍ଡ ଜିଏସଟି ଟିମ୍‌ର ଚଢ଼ାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବସନା ରାସ୍ତାରେ ଥିବା ଗୋୟଲ ଟ୍ରେଡର୍ସରେ ବରଗଡ଼ ଓ ସମ୍ବଲପୁର ସିଟି ଏଣ୍ଡ ଜିଏସଟି ଟିମ୍‌ ମିଳିତ ଚଢ଼ାଉ କରିଛି । ଜିଏସଟି ଏସିଷ୍ଟାଣ୍ଡ କମିଶନର ରଜନୀକାନ୍ତ ସେଠଙ୍କ ନେତୃତ୍ୱରେ ଟିମ୍‌ ଆଜି ଦିନ ପ୍ରାୟ ୧୧ଟା ସମୟରେ ଚଢ଼ାଉ ଆରମ୍ଭ କରିଛନ୍ତି । ଗୁଡ୍ସ ଟ୍ୟାକ୍ସ ଏପଟ ସେପଟ ଥିବା ନେଇ ଆଜି ଜିଏସଟି ଟିମ୍‌ର ଚଢ଼ାଉ ଚାଲିଛି । ସୂଚନା ଅନୁଯାୟୀ ବ୍ୟବସାୟୀ ଲୁହା ଛଡ଼ ଏବଂ ହାର୍ଡୱେର ସାମଗ୍ରୀର ବ୍ୟାପାର କରୁଥିବା ବେଳେ ଟ୍ୟାକ୍ସ ଯାଞ୍ଚ ବାବଦକୁ ନେଇ ଚଢ଼ାଉ ଚାଲିଛି ।

Leave A Reply

Your email address will not be published.