oom

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୬

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୬ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ଜଣେ, ବଲାଙ୍ଗିର ବ୍ଲକରୁ ୮ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୧୫ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨ଜଣ, ବେଲପଡ଼ା ବ୍ଲକରୁ ୪ଜଣ, ଦେଓଗାଁ ବ୍ଲକରୁ ୫ଜଣ, କଣ୍ଟାବାଞ୍ଜି ଏନ୍‌ଏସିରୁ ଜଣେ, ଖପ୍ରାଖୋଲ ବ୍ଲକରୁ ୬ଜଣ, ଲୋଇସିଂହା ବ୍ଲକରୁ ୫ଜଣ, ମୁରିବାହାଲ ବ୍ଲକରୁ ୫ଜଣ, ପାଟଣାଗଡ଼ ବ୍ଲକରୁ ୪ଜଣ, ପାଟଣାଗଡ଼ ଏନ୍‌ଏସିରୁ ୨ଜଣ, ପୁଇଁନ୍ତଲା ବ୍ଲକରୁ ୨ଜଣ, ସଇଁନ୍ତଲା ବ୍ଲକରୁ ୮ଜଣ, ଟିଟିଲାଗଡ଼ ବ୍ଲକରୁ ୪ଜଣ, ଟିଟିଲାଗଡ଼ ମ୍ୟୁନିସିପାଲିଟିରୁ ୪ଜଣ ଚିହ୍ନଟ ହୋଇଥିବା ସୂତ୍ରରେ କୁହାଯାଇଛି ।

jittmm
Leave A Reply

Your email address will not be published.