ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଲୋକେ

କଟକ : କଟକ ଶିଖରପୁର ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ବେଳେ ଦୋକାନରେ ଶୋଇଥିବା ଲୋକେ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ କଟକ ଶିଖରପୁର ଦେଇ ଏକ ଟ୍ରକ ଯାଉଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ଶିଖରପୁର ଛକରେ ଥିବା ଦୋକାନ ଭିତରକୁ ମାଡ଼ି ଯାଇଥିଲା । ତେବେ ଦୋକାନ ଭିତରେ ଶୋଇଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ୨ଗୋରୁଙ୍କ ଜୀବନ ଚାଲି ଯାଇଥିବା କୁହାଯାଇଛି ।

Leave A Reply

Your email address will not be published.