ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡର ନୂଆ ପ୍ରଜାତି ଅଧିକ ସଂକ୍ରାମକ । ତେଣୁ ଏହାର କୌଣସି ବି ଲକ୍ଷଣ ଦେଖାଗଲେ, ୭ଦିନ ଗୃହ ସଙ୍ଗରୋଧରେ ରୁହନ୍ତୁ ଏବଂ ଏ ଜନିତ ନିର୍ଦ୍ଦେଶାବଳୀକୁ ଅନୁସରଣ କରି ନିଜକୁ ତଥା ଅନ୍ୟମାନଙ୍କୁ କୋଭିଡ଼ ମହାମାରୀରୁ ସୁରକ୍ଷିତ ରଖନ୍ତୁ । ଆବଶ୍ୟକ ସ୍ଥଳେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.