csstore

ସନ୍ତୋଷପୁର ପଞ୍ଚାୟତରେ ଧାନ ମଣ୍ଡି ଉଦ୍‌ଘାଟିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର କାର୍ତ୍ତିକଢି ଗ୍ରାମରେ ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ନିମନ୍ତେ କାର୍ତ୍ତିକଢି ସେବା ସମିତି ଦ୍ୱାରା ଧାନ ମଣ୍ଡିର ଶୁଭାରମ୍ଭ କରିଛନ୍ତି ସ୍ଥାନୀୟ ସରପଞ୍ଚ ଡି.ନିରଞ୍ଜନ ରେଡ୍ଡି । ଅନ୍ୟମାନଙ୍କ ମଧ୍ୟରେ ସେବା ସମିତିର ସମ୍ପାଦକ ଧର୍ମେନ୍ଦ୍ର ଦାସ, ସମିତି ସଭ୍ୟ କୈଳାସ ଚନ୍ଦ୍ର ସ୍ୱାଇଁ, ସଭାପତି ଡିଲୁ ରେଡ୍ଡି, ଡି.ନରହରି ରେଡ୍ଡି, ଡି.ରାମସ୍ୱାମୀ ରେଡ୍ଡି, କେ.ହାଡୁ ପାତ୍ର, ଅଶୋକ ସ୍ୱାଇଁ, ପ୍ରମୋଦ ସ୍ୱାଇଁ, ଯଦୁମଣି ଜେନା, ବିଜୟ କୁମାର ସ୍ୱାଇଁ, ଏସ.ରାମଚନ୍ଦ୍ର ରେଡ୍ଡି, ପି.ଏଲେୟା ରେଡ୍ଡି, କେ ନରସିଂହ ରେଡ୍ଡି, ପିଅନ ଏ.ହରିକୃଷ୍ଣ ରେଡ୍ଡି ପ୍ରମୁଖଙ୍କ ସହ ପଞ୍ଚାୟତର ପାଞ୍ଚ ଖଣ୍ଡ ଗ୍ରାମର ସମସ୍ତ କମିଟି ମେମ୍ବର ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.