oom

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୦୪ : ଆସନ୍ତୁ ଜାଣିବା, କେଉଁଠୁ କେତେ……

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୪ ଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଭରସୁଜା ଗ୍ରା.ପ., ରୋତ ଗ୍ରା.ପ.ରୁ ଜଣେ ଲେଖାଏଁ, ବଲାଙ୍ଗିର ବ୍ଲକ ସଦେଇପାଲି ଗ୍ରା.ପ., କୁଟୁମ୍‌ଡେ଼ାଲା ଗ୍ରା.ପ., ମିର୍ଦ୍ଦାପାଲି ଗ୍ରା.ପ.ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗର ମ୍ୟୁନିସିପାଲଟି ୱାର୍ଡ ନମ୍ବର ୧୧, ୧୯, ୨, ୨୦, ୬, ୭ରୁ ଜଣେ ଲେଖାଏଁ, ୱାର୍ଡ ନମ୍ବର ୧୫,୧୮, ୮ରୁ ୨ଜଣ, ୱାର୍ଡ ନମ୍ବର ୧୨ରୁ ୩, ୱାର୍ଡ ନମ୍ବର ୧୪ରୁ ୪, ୧୦ରୁ ୫, ୱାର୍ଡ ନମ୍ବର ୨୧ରୁ ୭, ୱାର୍ଡ ନମ୍ବର ୧ରୁ ୯, ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ଗ୍ରା.ପ.ରୁ ୩ଜଣ, ଦେଓଗାଁ ବ୍ଲକ ସାଲେପାଲି ଗ୍ରା.ପ.ରୁ ଜଣେ, ଦେଓଗାଁ ଗ୍ରା.ପ.ରୁ ୨ଜଣ, ଉପରଝର ଗ୍ରା.ପ.ରୁ ୪ଜଣ, ଗୁଡ଼ଭେଲା ବ୍ଲକ ବୀରାମୁଣ୍ଡା ଗ୍ରା.ପ.ରୁ ଜଣେ, ରିଷିଡ଼ା ଗ୍ରା.ପ.ରୁ ୬ଜଣ, ଲୋଇସିଂହା ବ୍ଲକ ବୈଦିବାହାଲ ଗ୍ରା.ପ.ରୁ ଜଣେ, ଲୋଇସିଂହା ଗ୍ରା.ପ.ରୁ ୨ଜଣ, ମୁରିବାହାଲ ବ୍ଲକ ଗୁଡ଼ିଘାଟ ଗ୍ରା.ପ.ରୁ ୨ଜଣ, ମୁରିବାହାଲ ଗ୍ରା.ପ.ରୁ ୩ଜଣ, ପାଟଣାଗଡ଼ ବ୍ଲକ ଘସିଏନ ଗ୍ରା.ପ., ସୁନାମୁଦି ଗ୍ରା.ପ., ଉଲ୍‌ବା ଗ୍ରା.ପ.ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ପାଟଣାଗଡ଼ ଏନ୍‌ଏସି ୱାର୍ଡ ନମ୍ବର ୧୦ରୁ ଜଣେ, ୱାର୍ଡ ନମ୍ବର ୬ରୁ ୨ଜଣ, ପୁଇଁନ୍ତଲା ବ୍ଲକ ରଣ୍ଡା ଗ୍ରା.ପ., ଜାମ୍‌ଗାଁ ଗ୍ରା.ପ.ରୁ ଜଣେ ଲେଖାଏଁ ଓ ସାଉନ୍ତପୁର ଗ୍ରା.ପ.ରୁ ୨ଜଣ, ସଇଁନ୍ତଲା ବ୍ଲକ ଭଦ୍ରା ଗ୍ରା.ପ.ରୁ ଜଣେ, ଟିଟିଲାଗଡ଼ ବ୍ଲକ ଖୋଲାନ୍‌ ଗ୍ରା.ପ., ନରେନ୍‌ ଗ୍ରା.ପ.ରୁ ଜଣେ ଲେଖାଏଁ, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୧୨, ୧୩, ୧୫, ୩, ୪, ୯ରୁ ଜଣେ ଲେଖାଏଁ ଓ ୱାର୍ଡ ନମ୍ବର ୭ରୁ ୨ଜଣ, ୱାର୍ଡ ନମ୍ବର ୫ରୁ ୩ଜଣ, ୱାର୍ଡ ନମ୍ବର ୨ରୁ ୪ଜଣ, ତୁଷୁରା ଏନ୍‌ଏସି ୱାର୍ଡ ନମ୍ବର ୧ରୁ ଜଣେ, ୱାର୍ଡ ନମ୍ବର ୬ରୁ ୨ଜଣ, ଓ ୱାର୍ଡ ନମ୍ବର ୪ରୁ ୩ଜଣ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.