jayashree

ମଝା ଦାଁଡେ଼ ଖଦିଆ ଖୁଚି ଫେର୍‌ ଠାଡ଼୍‌ ହେଇଛେ କରୋନା : ଥାବେ ରହ ହୋ’ ଗାଁ ମାଁର୍‌ ଲୁକେ, ଆଏଜ୍‌ ଗୁଟେ ଦିନେ ୯୯ ଝନ୍‌କେ ଟାମ୍‌ଡ଼ି ଦେଇଛେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଝା ଦାଁଡେ଼ ଖଦିଆ ଖୁଚି ଫେର୍‌ ଠାଡ଼୍‌ ହେଇଛେ କରୋନା । ଥାବେ ରହ ହୋ’ ଗାଁ ମାଁର୍‌ ଲୁକେ । ଆଏଜ୍‌ ଗୁଟେ ଦିନେ ୯୯ ଝନ୍‌କେ ଟାମ୍‌ଡ଼ି ଦେଇଛେ । ଅମାନ୍ତି କରୋନା କେ ଛେଁକ୍‌ବାର୍‌ ଲାଗି ବଲାଙ୍ଗିର ଜିଲ୍ଲା ପ୍ରଶାସନ ବି ଅଁଟା ବର୍‌କସ୍‌ କରି ଠିଆ ହେଇଛେ । ମାତର୍‌କ’ ନେଇଁ ମାନ୍‌ବାର କରୋନା । ଲହଁକି ଯଉଛେ ଇନୁ ସେନ୍‌କେ, ସେନୁ ଫେର୍‌ ସେନ୍‌କେ । ନୂଆଁ ନୂଆଁ ରୂପ୍‌ ନେଇକରି ମୁନୁଷ୍‌ ଭେଲି କେ ରୁଥି ଆସୁଥିବାର୍‌ କରୋନା କେ ଛେଁକ୍‌ବାର୍‌ ଲାଗି ହେଲେ ସର୍‌କାରୀ କାଏଦା କାନୁନ୍‌ ମାନିକରି ଚଲ୍‌ବାକେ ପଡ୍‌ବା । ସବୁବେଲେ ମୁହେଁ ମାସ୍କ ପିନ୍ଧୁନ, ଭିଡ଼୍‌ଭାଡ୍‌ ନେଇଁ କରୁନ୍‌ କି ଭିଡ଼୍‌ଭାଡ଼୍‌ ଠାନ୍‌କେ ନେଇଁ ଯଉନ୍‌ । ହର୍‌ମେସା ହାତ୍‌ କେ ସଫା ସୁତ୍‌ରା ରଖ୍‌ବାର ସାଙ୍ଗେ ସାନିଟାଇଜର୍‌ ବେଭାର୍‌ କରୁନ୍‌ ।

Leave A Reply

Your email address will not be published.