csstore

ଡ. ଆମ୍ବେଦକର ନଗରବାସୀଙ୍କ ଦ୍ୱାରା ଜାଗାମିଶନ ପଟ୍ଟା, ଘର ତଥା ରାସ୍ତା, ପାଣି, ବୁଜୁଳି ଦାବୀ : ୧୨୬ ଦିନରେ ପହଂଚିଲା ଅନିଶ୍ଚିତକାଳୀନ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡ. ଆମ୍ବେଦକର ନଗରର ନାଗରିକ ସୁରକ୍ଷା ସମିତି ଦ୍ୱାରା ଆଜି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ମ୍ୟୁନିିସିପାଲିଟି ନିର୍ବାହୀ ଅଧିକାରୀ, ବଲାଙ୍ଗିର ତହସିଲଦାରଙ୍କୁ ଡ. ଆମ୍ବେଦକର ନଗରରେ ବସିଥିବା ଭୂମିହୀନମାନେ ଜାଗା ମିଶନରେ ପଟ୍ଟା ତଥା ଘର, ପାଣି, ବିଜୁଳି ଏବଂ ରାସ୍ତା ଯୋଗାଇଦେବା ପାଇଁ ଦାବୀପତ୍ର ପ୍ରଦାନ କରିଛନ୍ତି ।

jayashree
Leave A Reply

Your email address will not be published.