ହେପାଟାଇଟିସ୍‌-ସି ଭାଇରସ୍‌ର ସଂଧାନ କରିଥିବା ତିନି ଜଣ ବୈଜ୍ଞାନିକଙ୍କୁ ମିଳିଲା ଚଳିତ ବର୍ଷ ନୋବେଲ ପୁରସ୍କାର

ନୂଆଦିଲ୍ଲ : ହେପାଟାଇଟିସ୍‌-ସି ଭାଇରସ୍‌ର ସଂଧାନ କରିଥିବା ତିନି ଜଣ ବୈଜ୍ଞାନିକଙ୍କୁ ଚଳିତ ବର୍ଷ ନୋବେଲ ପୁରସ୍କାର ଦିଆଯାଇଛି । ଆମେରିକାର ବୈଜ୍ଞାନିକ ହାର୍ବି ଜେ ଆଲ୍‌ଟର୍‌, ଚାଲ୍‌ର୍ସ ଏମ୍‌ ରାଇସ୍‌ ଏବଂ ବ୍ରିଟେନ୍‌ର ମାଇକଲ ହାଗଟନ୍‌ଙ୍କୁ ୨୦୨୦ ବର୍ଷ ପାଇଁ ନୋବେଲ ପୁରସ୍କାର ପ୍ରଦାନ ନିମନ୍ତେ ଘୋଷଣା ହୋଇଛି । ନୋବେଲ କମିଟିର ମୁଖ୍ୟ ଥାମ୍‌ସ୍‌ ପର୍ଲମେନ୍‌ ଷ୍ଟକ୍‌ହୋମ୍‌ରୁ ଏହା ଘୋଷଣା କରିଛନ୍ତି ।

Leave A Reply

Your email address will not be published.