oom

ବିଜେପିର ମଣ୍ଡଳ ସ୍ତରୀୟ ବୈଠକ

jsmm

ମ.ରାମପୁର, (ହେମନ୍ତ ସାହୁ) : ବିଜେପିର ମଣ୍ଡଳ ସ୍ତରୀୟ ବୈଠକ ମ.ରାମପୁର ବିଜୁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ମ.ରାମପୁର ମଣ୍ଡଳ ସଭାପତି ପ୍ରତାପଚନ୍ଦ୍ର ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମ.ରାମପୁର ମଣ୍ଡଳ ପ୍ରଭାରୀ ପ୍ରଶାନ୍ତ ସାହୁ, ଖୁସିରାମ ସାହୁ, ଜିଲ୍ଲା ପରିଷଦ ସଭ୍ୟା ସ୍ନେହଲତା ଭୋଇ, ଯୋରାଡ଼ୋବରା ମଣ୍ଡଳ ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପକାନ୍ତି କୁମାର, ପଦ୍ମଲୋଚନ ମିଶ୍ର, ଦିବାକର ବାଗ ପ୍ରମୁଖ ଯୋଗଦେଇ ଆଗାମୀ ପଂଚାୟତ ନିର୍ବାଚନରେ କିଭଳି ବିଜେପି ଦଳ ନିଜର ସୁଦୃଢ କରିପାରିବ, ଓଡ଼ିଶା ସରକାରଙ୍କ ବିଭିନ୍ନ ଅସଫଳତା ସହିତ ମମିତା ମେହେର ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଶାସନକୁ ଲୋକଙ୍କ ପାଖରେ ପହଂଚାଇବାକୁ କହିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଜେପି କର୍ମୀମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.