oom

ବିଜେଡିର ବଲାଙ୍ଗିର ପୌରାଂଚଳ ସଭାପତି ଭାବେ ମନୋନୀତ ହେଲେ ଶମ୍ଭୁ ନାଗ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେଡିର ବଲାଙ୍ଗିର ପୌରାଂଚଳ ସଭାପତି ଭାବେ ମନୋନୀତ ହୋଇଛନ୍ତି ଶମ୍ଭୁ ନାଗ । ବିଜେଡି ଜିଲ୍ଲା ସଭାପତି ଶ୍ରୀମତୀ ଟୁକୁନୀ ସାହୁଙ୍କ ଘୋଷଣା ପତ୍ରରୁ ଏହି ସୂଚନା ଜଣାପଡିଛି । ଏସଂପର୍କରେ ସୂଚନା ପାଇବା ପରେ ଯୁବନେତା ଶ୍ରୀ ନାଗ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ, ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ଶ୍ରୀମତୀ ଟୁକୁନୀ ସାହୁ, ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ, ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଏବଂ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତିଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।

jittmm
Leave A Reply

Your email address will not be published.