୨୧ ଜଣ ହିତାଧିକାରୀଙ୍କୁ ଘରଡିହ ପଟ୍ଟା ପ୍ରଦାନ

ବିଜେପୁର, (କେପିଏନ୍‌ଏସ୍‌) : ବିଜେପୁର ତହସିଲ କାର୍ଯ୍ୟାଳୟ ଅନ୍ତର୍ଗତ ବରମୁଣ୍ଡା ଓ ବାନ୍ଦୁପାଲି ଗ୍ରାମର ୨୧ ଜଣ ହିତାଧିକାରୀଙ୍କୁ ଘରଡିହ ପଟ୍ଟା ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଓଡ଼ିଶା ସରକାରଙ୍କ ବସୁନ୍ଧରା ଯୋଜନାରେ ସାମିଲ୍‌ ହୋଇ ଘରଡିହ ପଟ୍ଟା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥବବା ହିତାଧିକାରୀଙ୍କୁ ସ୍ଥାନୀୟ ପଞ୍ଚାୟତ ଓ ତହସିଲ୍‌ କର୍ତ୍ତୃପକ୍ଷ, ଗ୍ରାମବାସୀଙ୍କ ଉପସ୍ଥିତିରେ ବିଜେପୁର ତହସିଲଦାର ଆର୍ତ୍ତତ୍ରାଣ ଥାଟି ପଟ୍ଟା ବଂଟନ କରିଥିଲେ ।

Leave A Reply

Your email address will not be published.