ବଲାଙ୍ଗିର ଜିଲ୍ଳା ଉପ-ନିବନ୍ଧକ କାର୍ଯ୍ୟାଳୟର ଅପେକ୍ଷା ଗୃହ ଏବଂ ନବୀକରଣ ମୁଖ୍ୟ ଦ୍ୱାର ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଜି ଜିଲ୍ଳା ଉପନିବନ୍ଧକ କାର୍ଯ୍ୟାଳୟର ଅପେକ୍ଷାଗୃହ ଏବଂ ନବୀକରଣ ମୁଖ୍ୟ ଦ୍ୱାର ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ କର କମଳରେ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନ ସମୟରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଳା ନିବନ୍ଧକ ଅନନ୍ତ ନାରାୟଣ ସିଂ ଲାଗୁରି ଏବଂ ଜିଲ୍ଲା ଉପ ନିବନ୍ଧକ ପଦ୍ମନାଭ ପୁରୋହିତ ଉପସ୍ଥିତ ଥିଲେ । ଏହା ଦ୍ୱାର ରେଜିଷ୍ଟ୍ରି ପାଇଁ ଆସୁଥିବା ଜନସାଧାରଣ ଅଶେଷ ଉପକାର ପାଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.