csstore

କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗତକାଲି ମଧ୍ୟରାତ୍ରିରେ ରାସ୍ତା ରୋକ କରିଥିବା କଂଗ୍ରେସ ନେତାମାନଙ୍କୁ ଉଠାଇ ନେଲା ବରଗଡ଼ ଟାଉନ ଥାନା ପୋଲିସ । ସୂଚନା ଅନୁସାରେ ଯେ, ଗତକାଲି ସଂଧ୍ୟାରେ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ କର୍ମୀମାନେ ହାଜତ ମୃତ୍ୟୁ ଘଟଣାର ତଦନ୍ତରେ ଶିତିଳତା ଏବଂ ମମିତା ମେହେର ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବୀରେ ବରଗଡ଼ ଗୋଶାଳା ଛକଠାରେ ରାସ୍ତା ରୋକ କରିଥିଲେ । ଫଳରେ ଦୀର୍ଘ ଘଣ୍ଟା ଧରି ଉକ୍ତ ରାସ୍ତାରେ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା ।

jayashree
Leave A Reply

Your email address will not be published.