csstore

ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀ : ୨୬ ଦିନରେ ପହଂଚିଲା ଗଣଧାରଣା, ସାମିଲ ହେଲା ନିଖିଳ ଉତ୍କଳ ବାରିକ ସଂଘ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ଦାବୀ ଆଜି ୨୬ ଦିନରେ ପହଂଚିଥିବା ବେଳେ ଆଜି ଏହି ଗଣଧାରଣାରେ ନିଖିଳ ଉତ୍କଳ ବାରିକ ସଂଘ ସମର୍ଥନ ଜଣାଇ ଗଣଧାରଣାରେ ସାମିଲ ହୋଇଛନ୍ତି । ସଂଗ୍ରାମ ମଂଚର ସଭାପତି ପ୍ରକାଶ ଚନ୍ଦ୍ର ମାଝୀ ଏବଂ ଯୁବନେତା ବିଭୂତି ଭୂଷଣ ମହାଖୁଡ଼ଙ୍କ ସମେତ ବାରିକ ସଂଘର ସଭାପତି ଉଗ୍ରେସେନ ବାରିକ, ସଂପାଦକ ସୁଦାମ ଚରଣ ବାରିକ, ଶ୍ୟାମ ବାରିକ, ଗୋପାଳ ବାରିକ, ବୃନ୍ଦାବନ ବାରିକ, ରାଘବ ବାରିକ, ଭବାନୀ ବାରିକ, ବିକାଶ ରଂଜନ, ବାଲାଜୀ ବାହାନ ବାରିକ, ହୃଷିକେଶ ବାରିକ, ଶ୍ରୀକାନ୍ତ ବାରିକ, କୈଳାସଚନ୍ଦ୍ର ବାରିକ, ତରଳ ବାରିକଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.