ଜେଲ୍‌ରେ ପୁଅ ଆର୍ୟନଙ୍କୁ ଭେଟିଲେ ଶାହାରୁଖ

ମୁମ୍ବାଇ : ଆଜି ସକାଳେ ଶାହରୁଖ ଖାନ୍‌ ମୁମ୍ବାଇ ସ୍ଥିତ ଆର୍ଥର ରୋଡ୍‌ ଜେଲ୍‌କୁ ଯାଇ ପୁଅ ଆର୍ୟନଙ୍କୁ ଭେଟି ତାଙ୍କ ପୁଅଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିଥିଲେ । ଆର୍ୟନ ତାଙ୍କ ବାପାଙ୍କୁ ଦେଖି ଭାବବିହ୍ୱଳ ହୋଇପଡିଥିବା ବେଳେ ସର୍ବମୋଟ ୧୫ରୁ ୧୮ ମିନିଟ୍‌ କଥାବାର୍ତ୍ତା କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.